ଆମେ ଚାରି friends ଥିଲୁ.suman mandal.Ranjit mandal.shyamsunder das ଆଉ ମୁ ଆମେ ଚାରି friend ମଝିରୁ suman ଗୋଟିଏ ଝିଅକୁ love କରୁଥିଲା ତାର ନା rinku ର ଗୋଟିଏ ସାନ ଭଉଣୀ ଥିଲା ତା ପରେ ମୁ suman କୁ କହିଲି ଯୋ rinku ର ଭଉଣୀ ର phone number ଦେ ସିଏ ଦେଲା ମୁ ତାକୁ call କରିଛି ସିଏ call receive କଳା କହିଲା ଯେ ତମୋ କିଏ ମୁ କହିଳି ମୁ Raja das କହୁଛି ଏମିତି 1years ଗଲା ତା ପରେ ସିଏ 😭କହିଲା ମୋତେ ନେଇ ଯାଅ ତାପରେ ମୁ କହଳି ଯୋ ମୁ ଯାଉଛି ତା ପରେ ସିଏ କହିଲା କଣ ନା ଯୋ ମୋର ବାହାଘର ଠିକ ହୋଇଗଳା ମୁ କହିଲି ଯୋ ଯୋଉଛି ରୁହ ମୁ ଜାଉ ଜାଉ ସିଏ ବାହା ହେଇଗଲା😭😭😭😭😭😭